ହିଞ୍ଜିଡାଙ୍କୁ ଝଟକା: ଖଣ୍ଡଗିରିରୁ ହଟିବ ହିଞ୍ଜିିଡ଼ା ହାଟ

୧ ପ୍ଲାଟୁନ୍‌ ପୁଲିସ ନିୟୋଜିତ ଖଣ୍ଡଗିରି: ଜୟଦେବ ବାଟିକା ରାସ୍ତାରେ ବସୁଥିବା ନିତିଦିନିଆ ହିଞ୍ଜିିଡ଼ା ହାଟକୁ ସବୁଦିନ ପାଇଁ ଉଠାଇ ଦେବାକୁ କିମସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଖୋଦ୍‌ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏଭଳି କଡ଼ା ନିର୍ଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଆଜିଠାରୁ ଖଣ୍ଡଗିରି ଥାନା ପୁଲିସ ଏ ନେଇ ଅଭିଯାନ ଆରମ୍ଭ କରିଛି। ୧ ପ୍ଲାଟୁନ୍‌ ପୁଲିସ ବଳ ସହଯୋଗରେ ଆଜି ସନ୍ଧ୍ୟାରୁ ଖଣ୍ଡଗିରି ଥାନା … Continue reading ହିଞ୍ଜିଡାଙ୍କୁ ଝଟକା: ଖଣ୍ଡଗିରିରୁ ହଟିବ ହିଞ୍ଜିିଡ଼ା ହାଟ